April 20, 2025

ବଢିବନି ମୂର୍ତ୍ତି ଉଚ୍ଚତା, ୪ ଫୁଟରେ ସୀମିତ ରହିବ

ଭୁବନେଶ୍ୱର: ବଢ଼ିବନି ମୂର୍ତ୍ତିର ଉଚ୍ଚତା। ପୂର୍ବ ନିଷ୍ପତ୍ତି ମୁତାବକ ମୂର୍ତ୍ତିର ଉଚ୍ଚତା ୪ ଫୁଟ ରହିବ । ଅଗଷ୍ଟ ୯ରେ ଜାରି ହୋଇଥିବା ଗାଇଡଲାଇନ ଅପରିବର୍ତ୍ତିତ ରହିବ । ତେଣୁ ଗହଳି ନକରି ନିରାଡମ୍ବର ଭାବେ ଧୈର୍ଯ୍ୟର ସହ ପର୍ବକୁ ପାଳନ କରିବା ପାଇଁ ଅନୁରୋଧ କରିଛନ୍ତି ସରକାର । ଏ ନେଇ ଆଜି

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia