April 20, 2025

ବଢ଼ିଲା ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ଦରମା: ଜାଣନ୍ତୁ କିଏ ପାଇବେ କେତେ ?

ଭୁବନେଶ୍ୱର: ରାଜ୍ୟରେ ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ଦରମା ବଢ଼ିଲା। ଏନେଇ ଅର୍ଥ ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି। ଚଳିତ ମାସଠାରୁ ବର୍ଦ୍ଧିତ ଦରମା ଲାଗୁ ହେବା ନେଇ ବିଜ୍ଞପ୍ତି ଜାରି କରାଯାଇଛି। ଅର୍ଥ ବିଭାଗ ବିଜ୍ଞପ୍ତି ଅନୁଯାୟୀ, ୮୦୭୦ଟଙ୍କା ପାଉଥିବା କର୍ମଚାରୀ ପାଇବେ ୧୦,୧୦୦ଟଙ୍କା ପାଇବେ, ସେହିଭଳି ୮୩୯୦ଟଙ୍କା ପାଉଥିବା କର୍ମଚାରୀଙ୍କୁ ମିଳିବ ୧୦,୫୦୦ଟଙ୍କା

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia