April 22, 2025

ଫୁଟବଲ୍ ପଡ଼ିଆରେ ବଜ୍ରପାତ: ୨ ମୃତ, ୧୮ ଗୁରୁତର

ସୁନ୍ଦରଗଡ଼: ଫୁଟବଲ ମ୍ୟାଚ୍ ବେଳେ ବଜ୍ରପାତ। ବଜ୍ରପାତରେ ୨ ମୃତ ଓ ୧୮ ଗୁରୁତର। ଆଜି ସୁନ୍ଦରଗଡ଼ ନୂଆଗାଁ ବ୍ଲକ ବନେଇଲତାରେ ଫୁଟବଲ ଖେଳ ବେଳେ ଏହି ଅଘଟଣ ଘଟିଛି । ଫୁଟବଲ ଖେଳ ଚାଲିଥିବା ବେଳେ ବଜ୍ରପାତ ହୋଇଥିଲା। ଆହତମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ରାଉରକେଲାର ସରକାରୀ ଡ଼ାକ୍ତରଖାନା ପଠାଯାଇଛି। ମୃତ୍ଯୁ ଘଟିଥିବା ଦୁଇ ଫୁଟବଲ

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia