April 21, 2025

ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ବଙ୍ଗଳା ମୁଖ୍ୟମନ୍ତ୍ରୀ ମମତା, ଉଠାଇବେ ତ୍ରିପୁରା ହିଂସା ଏବଂ ବିଏସଏଫର ଅଧିକାର କ୍ଷେତ୍ର ପ୍ରସଙ୍ଗ

କୋଲକାତା : ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର କୋଲକାତାରେ କହିଛନ୍ତି ଯେ ସେ ବୁଧବାର ଦିନ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିବେ । ଏହି ସମୟରେ ତ୍ରିପୁରା ହିଂସା, ଏବଂ ବିଏସଏଫର ଅଧିକାର କ୍ଷେତ୍ର ବୃଦ୍ଧି କରିବା ପ୍ରସଙ୍ଗ ଉଠାଇବେ । ତ୍ରିପୁରାରେ ହୋଇଥିବା ବ୍ୟାପକ ହିଂସା ସମ୍ପର୍କରେ ମମତା ବାନାର୍ଜୀ କହିଛନ୍ତି ଯେ ଜାତୀୟ

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia