April 22, 2025

ପୌର ନିର୍ବାଚନ: ୩ଟା ସୁଦ୍ଧା ୪୫ ପ୍ରତିଶତ ମତଦାନ

ଭୁବନେଶ୍ୱର: ସହରରେ ଚାଲିଛି ନେତା ବଛା । ଦିନ ବଢ଼ିବା ସହ ବଢ଼ୁଛି ମତଦାନ ହାର । ଅପରାହ୍ନ ୩ଟା ସୁଦ୍ଧା ରାଜ୍ୟରେ ୪୫ ପ୍ରତିଶତରୁ ଅଧିକ ମତଦାନ ହୋଇଛି । ୩ ମହାନଗରରେ ମଧ୍ୟ ଭୋଟ୍ ହାର ବଢୁଛି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ରବିନ୍ଦ୍ର ନାଥ ସାହୁ । ସହରରେ

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia