ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନ ପରେ ପରେ ହୋଇପାରେ ପୌର ନିର୍ବାଚନ । ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ନିର୍ବାଚନ କମିଶନ୍ । ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାସ୍ତରକୁ ଆରମ୍ଭ ହେଲା ଇଭିଏମ୍ ମେସିନ ପଠା । ନିର୍ବାଚନ କମିଶନଙ୍କ ଅଫିସରୁ ଗତକାଲି ୫ଟି ଜିଲ୍ଲାକୁ ଇଭିଏମ ମେସିନ ପଠା ଯାଇଥିଲା । ଆଜି ୧୦ଟି ଜିଲ୍ଲାକୁ ପଠାଯାଇଛି ।
Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia
More Stories
Santhal community in K’jhar celebrates festival
Youth held from C’garh for woman’s murder in Malkangiri
2 Odisha teens thrashed, burnt with cigarettes, forced to drink urine