April 20, 2025

ପେଟ୍ରୋଲ ଦର: ଜାଣନ୍ତୁ, ଆପଣଙ୍କ ଜିଲ୍ଲାରେ କେତେ କମିଲା ପେଟ୍ରୋଲ ଦାମ ?

ଭୁବନେଶ୍ୱର: ଆଜି ରାତିରୁ ପୁଣି ଶସ୍ତା ହେବ ପେଟ୍ରୋଲ ଓ ଡିଜେଲ । କେନ୍ଦ୍ର ସରକାର ପେଟ୍ରୋଲ ଉପରୁ ୫ଟଙ୍କା ଓ ଡିଜେଲ ଉପରୁ ୧୦ ଟଙ୍କା ଉତ୍ପାଦ ଶୁଳ୍କ କମାଇଥିଲେ । ଏହାପରେ ଗତକାଲି ରାଜ୍ୟ ସରକାର ପେଟ୍ରୋଲ ଓ ଡିଜେଲ ଉପରୁ ୩ ଟଙ୍କା ଭାଟ୍ ହ୍ରାସ କରାଯିବ ବୋଲି ଘୋଷଣା କରିଥିଲେ ।

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia