April 21, 2025

ପୂର୍ବତନ କ୍ରିକେଟର-ସାଂସଦ ଗୌତମ ଗମ୍ଭୀରଙ୍କୁ ଆଇଏସଆଇଏସ କାଶ୍ମୀରରୁ ହତ୍ୟା ଧମକ, ପୋଲିସରେ ମାମଲା ରୁଜୁ

ନୂଆଦିଲ୍ଲୀ : ପୂର୍ବତନ କ୍ରିକେଟର ତଥା ଭାରତୀୟ ଜନତା ପାର୍ଟି ସାଂସଦ ଗୌତମ ଗମ୍ଭୀରଙ୍କୁ ମୃତ୍ୟୁ ଧମକ ଦିଆଯାଇଛି । ଗୌତମ ଗମ୍ଭୀର କହିଛନ୍ତି ଯେ ତାଙ୍କୁ ‘ଆଇଏସ୍ କାଶ୍ମୀର’ରୁ ଇମେଲ୍ ମାଧ୍ୟମରେ ମୃତ୍ୟୁ ଧମକ ମିଳିଛି । ବିଜେପି ସାଂସଦ ଏ ବାବଦରେ ଦିଲ୍ଲୀ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି, ଏହା ପରେ ତାଙ୍କ ଘରର

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia