April 25, 2025

ପୁରୀ ଓ କୋଣାର୍କ ମନ୍ଦିରର ଜଗମୋହନ ଅସୁରକ୍ଷିତ, ହାଇକୋର୍ଟଙ୍କୁ ରିପୋର୍ଟ ଦେଲେ ଆମିକସକ୍ୟୁରି

ଭୁବନେଶ୍ୱର: ପୁରୀ ଓ କୋଣାର୍କ ମନ୍ଦିରର ଜଗମୋହନ ଅସୁରକ୍ଷିତ ଅବସ୍ଥାରେ ରହିଛି । ନାଟମଣ୍ଡପ, ଜଗମୋହନର ମରାମତି ଜରୁରୀ । ଏମିତି ଉଦବେଗ ଜନକ ରିପୋର୍ଟ ହାଇକୋର୍ଟରେ ଦାଖଲ କରିଛନ୍ତି ଆମିକସକ୍ୟୁରି । ଶ୍ରୀମନ୍ଦିର ଜଗମୋହନରେ କିଛି ସ୍ଥାନରେ ବଡ଼ ଫାଟ ରହିଛି । ପଥର ମୂଳ ସ୍ଥାନରୁ ଖସି ଯାଇଛି, ଚୂନ ପଥର ପଲସ୍ତରା ବି

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia