April 22, 2025

ପୁଣି ବଢ଼ିଲା ବସ୍‌ ଭଡ଼ା: ଜାଣନ୍ତୁ, କେଉଁ ବସରେ ଗଲେ ଦେବେ କେତେ ଟଙ୍କା ?

ଭୁବନେଶ୍ୱର: ପୁଣି ବଢ଼ିଲା ବସ୍‌ ଭଡ଼ା । ତୈଳଦର ବଢୁଥିବାରୁ ରାଜ୍ୟରେ ପୁଣି ବୃଦ୍ଧି ହୋଇଛି ବସ୍ ଭଡା । ସାଧାରଣ ବସ୍ ଭଡା କିଲୋମିଟର ପିଛା ୮୭ରୁ ୯୦ ପଇସାକୁ ବୃଦ୍ଧି । ସେହିପରି ଏକ୍ସପ୍ରେସ୍ ବସ ଭଡା କିଲୋମିଟର ପିଛା ୯୧ରୁ ୯୪ ପଇସାକୁ ବୃଦ୍ଧି ପାଇଛି । ତା ସହିତ

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia