ପୁଣି ପ୍ରବଳ ବର୍ଷା, ୩ ସପ୍ତାହ ମଧ୍ୟରେ ତିନିଟି ଲଘୁଚାପ

Weather Update: ସେପ୍ଟମ୍ବର ମାସରେ ରାଜ୍ୟକୁ ମିଳିବ ଭଲ ବର୍ଷା । ଆସନ୍ତା ୩ ସପ୍ତାହରେ ରହିଛି ୩ଟି ଲଘୁଚାପ । ଏହା ସହ ପୁଣି ସକ୍ରିୟ ହୋଇପାରେ ମୌସୁମୀ ବର୍ଷା । ଅସହ୍ୟ ଗରମ ଗୁଳୁଗୁଳିରୁ ମିଳିବ ନିସ୍ତାର । ଆସନ୍ତା କାଲି ରାଜ୍ୟର କିଛି କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷାର ସମ୍ଭାବନା

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia