April 22, 2025

ପିସିସି ସଭାପତି ପରିବର୍ତ୍ତନ ନେଇ ତାରାଙ୍କ ବଡ ବୟନା

ଭୁବନେଶ୍ୱର: ପିସିସି ସଭାପତି ପରିବର୍ତ୍ତନ ସୁନିଶ୍ଚିତ। ନିରଞ୍ଜନ ପଟ୍ଟନାୟକ ଆଉ ସଭାପତି ହେବାକୁ ଇଚ୍ଛୁକ ନୁହନ୍ତି। ତେଣୁ ବିଧାୟକଙ୍କ ଭିତରୁ ଜଣଙ୍କୁ କାହାକୁ ସଭାପତି କରିବାକୁ ଆମେ ଦାବି କରୁଛୁ। ନଚେତ ଅସନ୍ତୋଷ ପ୍ରକାଶ କରିବୁ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି। ଜଣେ ବିଧାୟକ ପିସିସି ହେଲେ ତାଙ୍କ ସହ

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia