April 22, 2025

ପିସିସି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ସିଦ୍ଧୁ

ନୂଆଦିଲ୍ଲୀ : ନିକଟରେ ପାଞ୍ଚ ରାଜ୍ୟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ କଂଗ୍ରେସକୁ ପରାଜୟର ସମ୍ମୁଖୀନ ହେବାକୁ ପଡିଛି । ଏହା ପରେ କଂଗ୍ରେସ ହାଇକମାଣ୍ଡ ଏକ ଉଚ୍ଚ ସ୍ତରୀୟ ବୈଠକ ଡକାଇ ପରାଜୟର କାରଣ ବିଷୟରେ ଆଲୋଚନା କରିଥିଲେ । ଏହା ପରେ ନିର୍ବାଚନ ରାଜ୍ୟଗୁଡ଼ିକର ପିସିସି ମୁଖ୍ୟଙ୍କୁ ଇସ୍ତଫା ଦେବାକୁ କୁହାଯାଇଥିଲା । ଏହା

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia