April 20, 2025

ପିପିଲି ଉପନିର୍ବାଚନ ଫଳାଫଳ: ସକାଳ ୮ରୁ ପୋଷ୍ଟାଲ ବାଲଟ, ସାଢେ ୮ଟାରୁ ଇଭିଏମ୍ ଭୋଟ ଗଣତି

ପିପିଲି: ଆଜି (ରବିବାର) ପ୍ରକାଶ ପାଇବ ପିପିଲି ଉପନିର୍ବାଚନ ଫଳାଫଳ । ଆଜି (ରବିବାର) ହେବ ଭୋଟ ଗଣତି । ଇଭିଏମରେ ସିଲି ହୋଇଛି ପ୍ରାର୍ଥୀଙ୍କ ଭାଗ୍ୟ । ସକାଳ ୮ରୁ ପୋଷ୍ଟାଲ ବାଲଟ ଓ ସାଢେ ୮ଟାରୁ ଇଭିଏମ୍ ଭୋଟ ଗଣତି କରାଯିବ । ତ୍ରିସ୍ତରୀୟ ସୁରକ୍ଷା ବଳୟରେ ୩୪୮ଟି ବୁଥର ଇଭିଏମରେ କଏଦ

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia