April 20, 2025

ପିପିଲି ଉପ ନିର୍ବାଚନ : ସରିଛି ପୋଷ୍ଟାଲ୍ ଭୋଟ୍ ଗଣତି, ଜାରି ରହିଛି ଇଭିଏମ୍ ଭୋଟ୍ ଗଣତି

ପିପିଲି : ପିପିଲି ଉପ ନିର୍ବାଚନର ଫଳାଫଳ ନେଇ ପୋଷ୍ଟାଲ ବୋଟ୍ ଗଣତି ସରିଛି । ଏଥି ସହ ସକାଳ 8.30 ମିନିଟରୁ ଇଭିଏମ୍ ଭୋଟ୍ ଗଣତି ଜାରି ରହିଛି । ପୋଷ୍ଟାଲ ଭୋଟ୍ ଗଣତି ସକାଳ 8ଟାରୁ ଆରମ୍ଭ ହୋଇଥିଲା । ପୋଷ୍ଚାଲ ବାଲାଟ୍ ପାଇଁ 1077 ଜଣଙ୍କର ନାମ ଥିବା ବେଳେ

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia