April 22, 2025

ପାଞ୍ଚ ରାଜ୍ୟର ସଭାପତିଙ୍କୁ ଇସ୍ତଫା ଦେବାକୁ କହିଲେ ସୋନିଆ

ନୂଆଦିଲ୍ଲୀ: ସୋନିଆ ଗାନ୍ଧୀ ସୋମବାର ଉତ୍ତରପ୍ରଦେଶ, ଉତ୍ତରପ୍ରଦେଶ, ଗୋଆ, ପଞ୍ଜାବ ଏବଂ ମଣିପୁରରେ ଦଳର ରାଜ୍ୟ ସଭାପତିଙ୍କୁ ଇସ୍ତଫା ଦେବାକୁ କହିଛନ୍ତି। ପାଞ୍ଚଟି ରାଜ୍ୟରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନରେ ପରାଜିତ କଂଗ୍ରେସ ଏବେ ଆକ୍ସନ ମୁଡକୁ ଆସିଛି। ନାଟକୀୟ ଢଙ୍ଗରେ କଂଗ୍ରେସ ପୁଣିଥରେ ସୋନିଆ ହିଁ ସଭାପତି ରହିବେ ବୋଲି ଘୋଷଣା କରିବାର ଦୁଇଦିନ ପରେ

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia