April 20, 2025

ପଶ୍ଚିମବଙ୍ଗରେ ବିଜେପିକୁ ପୁଣି ଝଟକା, ଉପ ନିର୍ବାଚନ ତାରିଖ ଘୋଷଣା ହେଉ ହେଉ ଟିଏମସିରେ ସାମିଲ ହେଲେ ବିଜେପି ବିଧାୟକ

କୋଲକାତା : ପଶ୍ଚିମବଙ୍ଗରେ ଭାରତୀୟ ଜନତା ପାର୍ଟିକୁ ଆଉ ଏକ ଝଟକା ଲାଗିଛି । ପଶ୍ଚିମବଙ୍ଗର କାଲିଗଞ୍ଜର ବିଜେପି ବିଧାୟକ ସୋମେନ ରାୟ କୋଲକାତାରେ ରାଜ୍ୟ ମନ୍ତ୍ରୀ ତଥା ଦଳର ନେତା ପାର୍ଥ ଚାଟ୍ଟାର୍ଜୀଙ୍କ ଉପସ୍ଥିତିରେ ଟିଏମସିରେ ଯୋଗ ଦେଇଛନ୍ତି । ବିଜେପି ଛାଡି ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସରେ ଯୋଗ ଦେଇଥିବା ବିଜେପି
Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia