April 22, 2025

ପଶ୍ଚିମବଙ୍ଗ ମ୍ୟୁନିସିପାଲିଟି କର୍ପୋରେସନ୍ ନିର୍ବାଚନ ଫଳାଫଳ 2022 : ଏକତରଫା କ୍ଲିନ୍ ସ୍ୱିପ୍ କଲା ଟିଏମସି

କୋଲକାତା : ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଟିଏମସି ସୋମବାର ଦିନ ପଶ୍ଚିମବଙ୍ଗର ବିଧାନନଗର, ସିଲିଗୁଡ଼ି, ଚାନ୍ଦେରନାଗୋର ଏବଂ ଆସାନସୋଲର ଚାରିଟି ମ୍ୟୁନିସିପାଲିଟି କର୍ପୋରେସନରେ ବିପୁଳ ବିଜୟ ହାସଲ କରିଛି । ଟିଏମସି 41 ଟି ଆସନ ମଧ୍ୟରୁ 39 ଟି ଜିତି ବିଧାନନଗରକୁ ନିଜ ହାତରେ ରଖିଛି । କିନ୍ତୁ ବିରୋଧୀ ବିଜେପି ଏବଂ ସିପିଆଇ (ଏମ)

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia