April 21, 2025

ପଶ୍ଚିମବଙ୍ଗ ବିଜେପିକୁ ପୁଣି ଝଟକା : ଦଳ ଛାଡିଲେ ଶ୍ରାବନ୍ତୀ ଚାଟ୍ଟାର୍ଜୀ

କୋଲକାତା : ପଶ୍ଚିମବଙ୍ଗରେ ନେତା ବିଜେପି ଦଳ ଛାଡିବା ପ୍ରକ୍ରିୟା ଜାରି ରହିଛି । ବଙ୍ଗୀୟ ଅଭିନେତ୍ରୀ ଶ୍ରାବନ୍ତୀ ଚାଟ୍ଟାର୍ଜୀ ବିଜେପିରୁ ଇସ୍ତଫା ଦେଇଛନ୍ତି । ବିଧାନସଭା ନିର୍ବାଚନ ସମୟରେ ଶ୍ରାବନ୍ତୀ ଚଳିତ ବର୍ଷ ମାର୍ଚ୍ଚରେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ । ଏହା ପରେ ଦଳ ତାଙ୍କୁ ବେହାଲା ବିଧାନସଭା ଆସନରୁ ଟିକେଟ ଦେଇଥିଲା

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia