April 22, 2025

ପଶ୍ଚିମବଙ୍ଗ ଉପ ନିର୍ବାଚନ : ଆସାନସୋଲରେ ହିଂସା, ପ୍ରାର୍ଥୀଙ୍କୁ ଟିଏମସି କର୍ମୀଙ୍କ ଆକ୍ରମଣ ନେଇ ବିଜେପିର ଅଭିଯୋଗ

କୋଲକାତା : ମଙ୍ଗଳବାର ଦିନ ଆସାନସୋଲରେ ଉପନିର୍ବାଚନ ସମୟରେ ନିର୍ବାଚନା ହିଂସା ଦେଖିବାକୁ ମିଳିଛି । ଲୋକସଭା ଆସନରେ ଆଜି ମତଦାନ ହେଉଛି । ଭାରତୀୟ ଜନତା ପାର୍ଟି ଅଭିଯୋଗ କରିଛି ଯେ ଆସାନସୋଲ ବିଧାନସଭା ପାଇଁ ଏହାର ପ୍ରାର୍ଥୀ ଅଗ୍ନିମିତ୍ରଙ୍କୁ ଟିଏମସି କର୍ମୀମାନେ ଆକ୍ରମଣ କରିଛନ୍ତି । ତୃଣମୂଳ କଂଗ୍ରେସ କର୍ମୀ ବେଜେପି ପ୍ରାର୍ଥୀଙ୍କ

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia