April 22, 2025

ପଞ୍ଜାବରେ ଶପଥ ନେଲେ ଆପ୍ ସରକାରର ମନ୍ତ୍ରୀ, ଜାଣନ୍ତୁ ମାନ୍ ଙ୍କ ମନ୍ତ୍ରୀମଣ୍ଡଳରେ କାହାକୁ ମିଳିଛି ସ୍ଥାନ

ଚଣ୍ଡିଗଡ଼ : ପଞ୍ଜାବରେ ଭଗୱନ୍ତ ସରକାରଙକ କ୍ୟାବିନେଟ୍ ପ୍ରସ୍ତୁତ ହୋଇଛି । ଆଜି ରାଜ ଭବନରେ ମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ 10 ଜଣ ବିଧାୟକ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି । ଏହି ବିଧାୟକମାନଙ୍କ ମଧ୍ୟରୁ 8 ଜଣ ପ୍ରଥମ ଥର ପାଇଁ ମନ୍ତ୍ରୀ ହୋଇଛନ୍ତି ।

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia