April 20, 2025

ପଞ୍ଜାବ ପରି ଛତିଶଗଡରେ ହେବ କି ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ? ଜାଣନ୍ତୁ, କଣ କହିଲେ ଦିଲ୍ଲୀରେ ପହଞ୍ଚିଥିବା କଂଗ୍ରେସ ବିଧାୟକ

ନୂଆଦିଲ୍ଲୀ : କଂଗ୍ରେସ ଶାସିତ ରାଜ୍ୟରେ ଦଳର ଅନ୍ତଃକନ୍ଦଳ ବଢିବାରେ ଲାଗିଛି । କିଛି ଦିନ ପୂର୍ବରୁ ପଞ୍ଜାବରେ କ୍ୟାପ୍ଟେନ ଅମରିନ୍ଦର ସିଂଙ୍କ ହାତରୁ ମୁଖ୍ୟମନ୍ତ୍ରୀ ଚେୟାର ହଟାଇ ଦିଆଯାଇଥିଲା । ଏହା ପରେ ଚରଣଜିତ ସିଂ ଚନ୍ନୀ ଏହି ଆସନରେ ବସିଥିଲେ । ସେବେଠାରୁ ପଞ୍ଜାବ ପ୍ରଦେଶ କଂଗ୍ରେସରେ ଆଭ୍ୟନ୍ତରୀଣ ବିବାଦ ଜାରି ରହିଛି

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia