April 22, 2025

ପଞ୍ଜାବ: କଂଗ୍ରେସକୁ ଲାଗିପରେ ଆଉ ଏକ ଝଟକା, ମନୀଷ ତିୱ୍ୱାରୀ ଯୋଗ ଦେଇ ପାରନ୍ତି ବିଜେପିରେ

ଚଣ୍ଡିଗଡ଼: ପଞ୍ଜାବ କଂଗ୍ରେସର ଅସୁବିଧା ଦିନକୁ ଦିନ ବଢିବାରେ ଲାଗିଛି। ନିକଟରେ କଂଗ୍ରେସର ପୂର୍ବତନ ଆଇନମନ୍ତ୍ରୀ ଅଶ୍ବିନୀ କୁମାର ଦଳ ଛାଡିଛନ୍ତି। ଏଥି ସହିତ ପଞ୍ଜାବର ରାଜନୈତିକ କରିଡର ସକ୍ରିୟ ଥିବା ବରିଷ୍ଠ ନେତା ତଥା ସାଂସଦ ମନୀଷ ତେୱାରୀ କଂଗ୍ରେସ ଛାଡିବା ନେଇ ଆଲୋଚନା ତୀବ୍ର ହୋଇଛି। ଅନ୍ୟପକ୍ଷରେ ମନୀଷ ତେୱାରୀ କହିଛନ୍ତି ଯେ ସେ

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia