April 22, 2025

ପଞ୍ଚାୟତ ଫଳାଫଳ, ୟୁକ୍ରେନ ସଙ୍କଟ ଓ ମହିଳାଙ୍କ ପ୍ରାର୍ଥୀତ୍ୱକୁ ଅସ୍ତ୍ର କରି ପୌର ଫାଇଟ୍ କ୍ଲିନ ସୁଇପ୍ ଲକ୍ଷ୍ୟରେ ବିଜେଡ଼ି

BJD All Set to Sweep Urban Votes: ହ୍ୱାଟସଆପ ପରି ସୋସିଆଲ ମିଡିଆରେ ଡିଜିଟାଲ ପ୍ରଚାର, ପଞ୍ଚାୟତ ଫଳାଫଳ, ମେୟର ତଥା କର୍ପୋରେଟର ସିଟ ପାଇଁ ମହିଳାଙ୍କ ପ୍ରାର୍ଥୀତ୍ୱ, ୟୁକ୍ରେନରୁ ଓଡିଆ ଡାକ୍ତରୀ ଛାତ୍ରଙ୍କ ଉଦ୍ଧାର ଆଦି ସଫଳତାକୁ ଅସ୍ତ୍ର କରି ଆଗାମୀ ପୌର ନିର୍ବାଚନ (ପୌର ଫାଇଟ୍)କୁ କ୍ଲିନ ସୁଇପ୍ କରିବା ଲକ୍ଷ୍ୟରେ ରହିଛି

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia