April 22, 2025

ପଞ୍ଚାୟତ ନିର୍ବାଚନ ଫଳାଫଳ: ବିଜେପିର ଦୁର୍ବଳ ପ୍ରଦର୍ଶନ ଜନ୍ମ ଦେଇଛି ଅସଂଖ୍ଯ ପ୍ରଶ୍ନକୁ

ପଞ୍ଚାୟତ ନିର୍ବାଚନ ଫଳାଫଳ କେବଳ ଚକିତ କରିନାହିଁ, ବରଂ କର୍ମୀଙ୍କ ପାଇଁ ଆଣିଛି ଆସିମୀତ ହତାଶ ବୋଧ। ଦଳର ଏହି ଦୁର୍ବଳ ପ୍ରଦର୍ଶନ ଜନ୍ମ ଦେଇଛି ଅସଂଖ୍ଯ ପ୍ରଶ୍ନକୁ । ଏହି ପ୍ରଶ୍ନର ତାଲିକାରେ ଅନ୍ତର୍ଭୁକ୍ତ ଅଛି ବିଜେପିର ରାଜ୍ୟ ନେତୃତ୍ଵ, ସାଙ୍ଗଠନିକ ସଂରଚନା, ପ୍ରଚାରର ଷ୍ଟ୍ରାଟେଜି, ଦଳୀୟ କନ୍ଦଳ, ଆଜେଣ୍ଡା ଇତ୍ୟାଦି, ଇତ୍ୟାଦି… ଭୁବନେଶ୍ବର: ରାଜ୍ୟରେ ଚାଲିଛି

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia