April 21, 2025

ପଞ୍ଚାୟତ ନିର୍ବାଚନ ପାଇଁ ପ୍ରକାଶ ପାଇଲା ଆଚରଣ ବିଧି, ଖୁବ ଶୀଘ୍ର ଘୋଷଣା ହୋଇପାରେ ତାରିଖ

ଭୁବନେଶ୍ବର: ରାଜ୍ୟରେ ଖୁବ ଶୀଘ୍ର ଘୋଷଣା ହୋଇପାରେ ପଞ୍ଚାୟତ ନିର୍ବାଚନ ପାଇଁ ତାରିଖ। ଗତକାଲି ଅର୍ଥାତ ୧୮ ଡିସେମ୍ବର ଶନିବାର ରାଜ୍ୟ ନିର୍ବାଚନ କମିଶନ ପକ୍ଷରୁ ଆଦର୍ଶ ଆଚରଣ ବିଧି ସମ୍ବନ୍ଧିତ ଚିଠା ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ତାରିଖ ଘୋଷଣା ହେବ ଦିନ ଠାରୁ ଏହି ଆଦର୍ଶ ଆଚରଣ ବିଧି ଲାଗୁ

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia