April 22, 2025

ପଞ୍ଚାୟତ ନିର୍ବାଚନ: ଦଳୀୟ କର୍ମୀଙ୍କୁ ଆକ୍ରମଣ ପ୍ରତିବାଦରେ ବିଜେପି ପ୍ରତିନିଧି ଦଳ ଭେଟିଲା ପୁଲିସ ଡିଜିଙ୍କୁ

ଭୁବନେଶ୍ବର: ପାଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟରେ ପ୍ରଚାର ଚାଲିଥିବା ବେଳେ ନିର୍ବାଚନରେ କେତେକ ପ୍ରାର୍ଥୀଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ କରିଛି ବିଜେପି । ମାଲକାନଗିରିରେ ଦଳୀୟ ଜିଲ୍ଲା ପରିଷଦ ସଭ୍ଯ ପ୍ରଦୀପ କୁମାର ମାଡକମିଙ୍କୁ ମୁହଁରେ କପଡା ବାନ୍ଧିଥିବା କିଛି ଦୁବୃତ ଅପହରଣ କରିବା ସହିତ ପ୍ରଚାର ନକରିବାକୁ ଧମକ ଦେଇଥିଲେ। ବିଜେପି ପକ୍ଷରୁ ଏହାର ପ୍ରତିବାଦ

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia