April 22, 2025

ନୂତନ କୀର୍ତ୍ତିମାନ ସ୍ଥାପନ କଲା ଦି କାଶ୍ମୀର ଫାଇଲ୍ସ , ବକ୍ସ ଅଫିସରେ ସ୍ଥାପନ କଲା ଏହି ନୂତନ ରେକର୍ଡ

ମୁମ୍ବାଇ: କାଶ୍ମୀର ପଣ୍ଡିତଙ୍କ ଦୁଖ ଦୁର୍ଦ୍ଦଶା ଉପରେ ଆଧାରିତ ଚଳଚିତ୍ର ଦି କାଶ୍ମୀର ଫାଇଲସକୁ ନେଇ ସମଗ୍ର ଦେଶରେ ରାଜନୈତିକ ଝଡ ସୃଷ୍ଟି ହୋଇଥିବା ବେଳେ ଏହାକୁ ତାଳ ଦେଇ ବକ୍ସ ଅଫିସରେ କମାଲ ଦେଖାଇଛି ଏହି ଫିଲ୍ମ। ବହୁବଳୀ ପରେ ଦ୍ଵିତୀୟ ସର୍ବାଧିକ ପ୍ରଦର୍ଶନ ହୋଇଛି ଏହି ଚଳଚିତ୍ର। ସାରାଦେଶରେ ଏହି ଫିଲ୍ମର କାରବାର ଭଲ

Source: Entertainment News in Odia (ମନୋରଞ୍ଜନ ସମାଚାର): Odia Film News, Celebrity Interviews,Upcoming Oriya Movie, Serial & Hit Songs Khabar – Oneindia Odia