ବ୍ରହ୍ମପୁର: ଅଣ୍ଟାରେ ରଖୁଥିଲେ ନିଜ ବନ୍ଧୁକ । ବନ୍ଧୁକରୁ ଫୁଟିଲା ଗୁଳି । ଗୁଳି ବାଜି ଚାଲିଗଲା ଆଇଆଇସିଙ୍କ ଜୀବନ । ଆଜି ଏମିତି ଏକ ଅଭବନୀୟ ଘଟଣା ଘଟିଛି ସ୍ଥାନୀୟ ଗାଙ୍ଗପୁର ଥାନା ପରିସର । ନିଜ ବନ୍ଧୁକର ଗୁଳିରେ ଗାଙ୍ଗପୁର ଥାନା ଆଇଆଇସି ଦେବ କୁମାର ଗମାଙ୍ଗଙ୍କ ମୃତ୍ୟୁ ହୋଇଛି ।
Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia
More Stories
Six students affected by diarrhoea in school
2 major rivers heavily polluted: OSPCB study
Body of missing 11-year-old boy found in neighbour’s septic tank