ନାଲି ପିମ୍ପୁଡ଼ି ଆତଙ୍କ ଘଟଣା: ପ୍ରଶାସନ ପକ୍ଷରୁ ଜାରି ରହିଛି ପ୍ରତିଷେଧକ ସିଞ୍ଚନ

ନିମାପଡ଼ା: ୧୦ ରୁ ୧୫ ଦିନ ହେଲାଣି ପିପିଲି ଚନ୍ଦ୍ରାଦେଇପୁର ପଞ୍ଚାୟତ ବ୍ରାହ୍ମଣ ସାହିରୁ କମୁ ନାହିଁ ଲାଲ୍ ପିମ୍ପୁଡ଼ି ଆତଙ୍କ ।  ପିମ୍ପୁଡ଼ି ଦୌରାତ୍ମ୍ୟରେ ଅତିଷ୍ଠ ହୋଇ ପଡିଲେଣି ଗାଁ ଲୋକ । ପ୍ରତ୍ୟକ ଦିନ ପିମ୍ପୁଡ଼ି ମାରିବା ପାଇଁ ପ୍ରତିଷେଧକ ସ୍ପ୍ରେ କରାଯାଉଛି । ହେଲେ ଦିନକୁ ଗଡିବାରେ ଲାଗିଛି ହେଲେ କମ ହେଉ

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia