April 21, 2025

ନବୀନଙ୍କ ପଞ୍ଚମ ପାଳିକୁ ତିନି ବର୍ଷ

ଭୁବନେଶ୍ୱର: ନବୀନ ସରକାରଙ୍କ ପଞ୍ଚମ ପାଳିକୁ ତିନି ବର୍ଷ ପୁରିଛି । ୨୦୧୯ ମେ ୨୯ ତାରିଖରେ ବିଧାନସଭା ନିର୍ବାଚନରେ ୧୧୨ ଆସନରେ ବାଜି ମାରି ଲଗାତାର ପଞ୍ଚମ ଥର ପାଇଁ କ୍ଷମତାସୀନ ହୋଇଥିଲା ବିଜୁ ଜନତା ଦଳ । ଆରମ୍ଭ ହୋଇଥିଲା ନବୀନ ଶାସନର ଆଉ ଏକ ସଫଳ ଅଧ୍ୟାୟ । ସେ ଐତିହାସିକ ଅଧ୍ୟାୟକୁ

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia