April 21, 2025

ନବୀନ ନିବାସରେ ନୂଆ ମନ୍ତ୍ରୀ, 6T ର ଗୁରୁମନ୍ତ୍ର ଦେଲେ ବିଜେଡି ସୁପ୍ରିମୋ

ଭୁବନେଶ୍ୱର: ନବୀନ ନିବାସରେ ନୂଆ ମନ୍ତ୍ରୀ । ନବୀନ ନିବାସରେ ପହଞ୍ଚିଛନ୍ତି ନବଗଠିତ ମନ୍ତ୍ରିମଣ୍ଡଳର ସମସ୍ତ ସଦସ୍ୟ । ମୁଖ୍ୟମନ୍ତ୍ରୀଙ୍କୁ ଭେଟି କୃତଜ୍ଞତା ଜଣାଇଲେ ନୂଆ ମନ୍ତ୍ରୀ । ଏହି ନୂଆ ମନ୍ତ୍ରୀମାନଙ୍କ ସହିତ ଆଲୋଚନା କରିଛନ୍ତି ନବୀନ ପଟ୍ଟନାୟକ । ନିସ୍ୱାର୍ଥପର ଭାବେ ନିଷ୍ଠାର ସହିତ ଲୋକଙ୍କ ସେବା କରିବାକୁ ଏବଂ ରାଜ୍ୟ

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia