April 22, 2025

ନଅଟା ବାଜିଲା, ଆରମ୍ଭ ହେଲା ନାଇଟ କର୍ଫ୍ୟୁ: ଛକ ଛକରେ ପୋଲିସ ଛାଉଣୀ

ଭୁବନେଶ୍ୱର: ଘଣ୍ଟାରେ ବାଜିଲା ନଅଟା । ଆରମ୍ଭ ହେଲା ନାଇଟ କର୍ଫ୍ୟୁ । ଆଜିଠୁ ନୂଆ କୋଭିଡ ଗାଇଡଲାଇନ ରାଜ୍ୟରେ ଲାଗୁ ହୋଇଛି । ରାଜ୍ୟର ସବୁ ସହରାଞ୍ଚଳରେ ରାତି ୯ଟାରୁ ନାଇଟ କର୍ଫ୍ୟୁ ଲାଗୁ ହୋଇଛି। ଫଳରେ ଜୋରଦାର ଚେକିଂ ଆରମ୍ଭ କରିଛି ପୋଲିସ । ଛକ ଛକରେ ଗାଡି ଚେକିଂ କରିଛି ପୋଲିସ ।

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia