April 22, 2025

ଧାମନଗର ଏନଏସି ଦଖଲ କଲା ବିଜେଡି

ଭଦ୍ରକ: ବିଜେଡି ଦଖଲରେ ଭଦ୍ରକ ଧାମନଗର ଏନଏସି । ଧାମନଗରରେ ବିଜୟ ଲାଭ କଲେ ବିଜେଡି ଅଧ୍ୟକ୍ଷା ପ୍ରାର୍ଥୀ ନିବେଦିତା ଜେନା ବିଜୟୀ ହୋଇଛନ୍ତି । ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପି ପ୍ରାର୍ଥିନୀ ପୁଷ୍ପଶ୍ରୀ ମହାନ୍ତିଙ୍କୁ ହରାଇଛନ୍ତି ନିବେଦିତା । ଧାମନଗର ଅଧ୍ୟକ୍ଷ ପଦ ସହ ୧୧ଟି ୱାର୍ଡରୁ ବିଜେଡି ୯ଟିରେ ବିଜୟ ଲାଭ କରିଛି । ଯେଉଁଠି

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia