April 21, 2025

ଧାନ ଚାଷୀଙ୍କୁ ବାତ୍ୟା ଭୟ: କଟା ହେଲାଣି କଞ୍ଚା ଧାନ

ଭୁବନେଶ୍ବର: ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେବା ପରେ ଏହାର ପ୍ରଭାବରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ଆଶଙ୍କା ପ୍ରକାଶ ପାଇଛି । ଧାନ ଅମଳ ସମୟରେ ବର୍ଷା ଆଶଙ୍କା ଚାଷୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ତେଣୁ ଭଦ୍ରକ ଜିଲ୍ଲାରେ ତରତର ହୋଇ କଞ୍ଚା ଧାନକୁ କାଟି ନେଉଛନ୍ତି ଚାଷୀ

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia