April 28, 2025

ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟା ମାମଲା: ପରିବାର ସଦସ୍ୟ ଓ ପଡୋଶୀଙ୍କୁ ପୋଲିସର ପଚରାଉଚରା

ଭୁବନେଶ୍ୱର: ବିଜେଡି ଜିଲ୍ଲା ପରିଷଦ ସଭ୍ୟଙ୍କ ଆତ୍ମହତ୍ୟା ମାମଲା । ଧର୍ମେନ୍ଦ୍ର ସାହୁଙ୍କ ଘରେ ପହଁଚିଲା ପୋଲିସ । ଧର୍ମେନ୍ଦ୍ରଙ୍କ ଶିଶୁପାଳଗଡ ସ୍ଥିତ ଘରେ କମିଶନରେଟ୍ ପୋଲିସର ପଚରାଉଚରା । ଅତିରିକ୍ତ ଡିସିପିଙ୍କ ନେତୃତ୍ୱରେ ଧର୍ମେନ୍ଦ୍ର ପତ୍ନୀ, ପରିବାର ସଦସ୍ୟ ଓ କିଛି ପଡୋଶୀଙ୍କୁ ଆଜି ପଚରାଉଚରା କରିଛି ପୋଲିସ । ଶୁଦ୍ଧିକ୍ରିୟା ସରିବା ପରେ ଅଧିକ ତଥ୍ୟ ପାଇଁ ପୋଲିସ

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia