କୋରାପୁଟ: ରଥାଯାତ୍ରାରେ ବେଶ ଖୁସିରେ ଘରୁ ମିନାବଜାର ବୁଲିଯିବା ପାଇଁ ବାହାରିଥିଲା ୧୩ ବର୍ଷିୟ ଆଲଫିଆ ବାନ । ହେଲେ ଏହି ଖୁସୀ ଥିଲା ମାତ୍ରେ କିଛି କ୍ଷଣ ପାଇଁ ।ରଥଯାତ୍ରା ପାଇଁ କୋରାପୁଟ ଜିଲ୍ଲା କୋଟପାଡ଼ରେ ମିନାବଜାର ଆୟୋଜନ କରାଯାଇଛି । ଭଳିକି ଭଳି ଦୋଳି ଲାଗିଥିବା ବେଳେ ବ୍ରେକଡ୍ୟାନ୍ସର ମଜାନେବା ପାଇଁ ପହଁଚିଥିଲା କୋଟପାଡ଼ ମିର୍ଗାନସାହି
Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia
More Stories
Govt nod to higher allowances, incentives for cops
Rlys to start station work in KBK
Two drown in Mahanadi at Jobra