April 22, 2025

ଦେଶରେ ପୁଣି ନମ୍ବର-୧ ନବୀନ, ‘ମୁଡ ଅଫ୍ ଦ ନେସନ’ ସର୍ଭେରେ ସବୁଠୁ ଲୋକପ୍ରିୟ ଓଡିଶା ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଦେଶରେ ପୁଣି ନମ୍ବର-୧ ନବୀନ । ଇଣ୍ଡିଆ ଟୁଡେ ଗ୍ରୁପର ମୁଡ ଅଫ୍ ଦ ନେସନ’ ସର୍ଭେରେ ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ଶୀର୍ଷରେ ରହିଛନ୍ତି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟର ୭୧.୧ ପ୍ରତିଶତ ଲୋକଙ୍କ ପସନ୍ଦ ନବୀନ ପଟ୍ଟନାୟକ । ସର୍ଭେରେ ସ୍ଥାନ ପାଇଥିବା ଦେଶର ୯ ମୁଖ୍ୟମନ୍ତ୍ରୀଙ୍କ

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia