April 22, 2025

‘ଦିଲ୍ଲୀର ଏକ ମନ୍ଦିର ଭାଙ୍ଗିବାକୁ ନିର୍ଦ୍ଦେଶ ଦେଇଥିଲେ କେନ୍ଦ୍ର ସରକାର’, AAP ଦେଖାଇଲା ଚିଠି

ନୂଆଦିଲ୍ଲୀ : ଦିଲ୍ଲୀର ଜାହାଙ୍ଗୀରପୁରୀରେ ବେଆଇନ୍ ନିର୍ମାଣ ଉଚ୍ଛେଦ ପ୍ରସଙ୍ଗ ଥଣ୍ଡା ହୋଇ ନଥିବା ବେଳେ ରାଜସ୍ଥାନର ଅଲୱାରରେ 300 ବର୍ଷ ପୁରୁଣା ମନ୍ଦିର ଭାଙ୍ଗିବା ପ୍ରସଙ୍ଗ ଚର୍ଚ୍ଚାକୁ ଆସିଛି । ଅଲୱାରର ରାଜଗଡ଼ ସହରରେ ଏହି ମନ୍ଦିର ଭଙ୍ଗା ଯାଇଛି, ଯାହାକୁ ନେଇ ବିଜେପି ଗେହଲୋଟ୍ ସରକାର ଉପରେ ଆକ୍ରମଣ କରୁଥିବା ଦେଖିବାକୁ ମିଳିଛି

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia