April 20, 2025

ଦଳ ବଦଳିବା ମାତ୍ରେ ବଦଳିଲା ବାବୁଲ ସୁପ୍ରିଓଙ୍କ ସ୍ୱର, କହିଲେ- ମମତା ବାନାର୍ଜୀ ସବୁଠାରୁ ଶକ୍ତିଶାଳୀ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ

ନୂଆଦିଲ୍ଲୀ : ବିଜେପି ଛାଡ଼ି ରାଜନୀତିରୁ ଅବସର ନେବା ବିଷୟରେ କହିବାର କିଛି ଦିନ ପରେ ସମସ୍ତଙ୍କୁ ଚକିତ କରି ତୃଣମୂଳ କଂଗ୍ରେସରେ ସାମିଲ ହୋଇଥିବା ବାବୁଲ ସୁପ୍ରିଓଙ୍କ ସ୍ୱର ବଦଳିଯାଇଛି । ବଙ୍ଗଳା ବିଧାନସଭା ନିର୍ବାଚନ ପୂର୍ବରୁ ମମତାଙ୍କୁ ଟାର୍ଗେଟ୍ କରୁଥିବା ବାବୁଲ ବର୍ତ୍ତମାନ ତାଙ୍କ ପ୍ରଶଂସାରେ ଶତମୁଖ ହୋଇ ପଡ଼ିଛନ୍ତି । ଭାରତୀୟ ଜନତା

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia