April 30, 2025

ଡାକ୍ତରଙ୍କୁ ଚପଲରେ ପିଟିଲେ ବ୍ୟବସାୟୀ

ସମ୍ବଲପୁର: ସମ୍ବଲପୁରରେ ବ୍ୟବସାୟୀଙ୍କ ଦବଙ୍ଗଗିରି । ଡାକ୍ତର ଆସିବାରେ ବିଳମ୍ବ କରିବାରୁ ତାଙ୍କୁ ଚପଲରେ ପିଟିଲେ । କେବଳ ଏତିକି ନୁହେଁ ବିରୋଧ କରିବାରୁ ମହିଳା ଟେକ୍ନିସିଆନଙ୍କୁ ଦୁର୍ବ୍ୟବହାର କରିବା ସହ ବ୍ୟବସାୟୀ ଜଣକ ଆକ୍ରମଣ କରିବାକୁ ପଛାଇ ନାହାନ୍ତି । ପୁରା ଘଟଣା ସିସିଟିଭି କ୍ୟାମେରାରେ କଏଦ ହୋଇଛି । ସମ୍ବଲପୁର ଟାଉନଥାନା ଅଞ୍ଚଳର ସନ

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia