April 24, 2025

ଟଳୁଛି ବାତ୍ୟା ବିପଦ: ଓଡ଼ିଶା ଛୁଇଁବନି ବାତ୍ୟା ‘ସିତ୍ରାଙ୍ଗ’

ଭୁବନେଶ୍ୱର: ଓଡ଼ିଶା ଛୁଇଁବନି ବାତ୍ୟା ‘ସିତ୍ରାଙ୍ଗ’ । ଓଡ଼ିଶା ଉପକୂଳରୁ କିଛି ଦୂରରେ ଘସି ହୋଇ ଚାଲିଯିବ । ବାତ୍ୟା ଏବେ ପଶ୍ଚିମବଙ୍ଗ -ବାଂଲାଦେଶ ମୁହାଁ । ନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ତେବେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରେ ଆଜି ସୃଷ୍ଟି ହୋଇଛି ଲଘୁଚାପ । ସୃଷ୍ଟି ଘୂର୍ଣ୍ଣିବଳୟ

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia