April 21, 2025

ଟଳିଲା ବାତ୍ୟା ବିପଦ, ଗଞ୍ଜାମରୁ ବାଲେଶ୍ଵର ଯାଏଁ ଜାରି ରହିଛି ପ୍ରବଳ ବର୍ଷା

ଭୁବନେଶ୍ବର: ରାଜ୍ୟରେ ବାତ୍ୟା ଯାବଦ କ୍ରମଶଃ ଦୁର୍ବଳ ହେବାରେ ଲାଗିଛି। ଏହା ଗୋପାଳପୁର ଠାରୁ 90 କିମି ଏବଂ ପୁରୀ ଠାରୁ 120 କିମି ଦୂରରେ ରହିଛି । ସମୁଦ୍ର ଭିତରେ ବାତ୍ୟା ଘଣ୍ଟା ପ୍ରତି 15 କିମି ଗତି କରୁଛି। ଉତ୍ତର ତଥା ଉତ୍ତର ପୂର୍ବ ଆଡକୁ ଏହା ଗତି କରି କ୍ରମଶଃ ଦୁର୍ବଳ ହେବାରେ

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia