April 20, 2025

ଟଳିଲା ବାତ୍ୟା ବିପଦ, କଳିଙ୍ଗପଟ୍ଟନମ ନିକଟରେ ଲ୍ୟାଣ୍ଡଫଲ କଲା ବାତ୍ୟା ‘ଗୁଲାବ’

ଭୁବନେଶ୍ବର: ଉପକୂଳ ଅତିକ୍ରମ କଲା ବାତ୍ୟା ଗୁଲାବର କେନ୍ଦ୍ରସ୍ଥଳ । କଳିଙ୍ଗପଟ୍ଟନାମ ଉତ୍ତରରେ ବାତ୍ୟା ଅତିକ୍ରମ କରିଛି । ସାଢେ ୭ଟାରୁ ସାଢେ ୮ଟା ଭିତରେ ଅତିକ୍ରମ କରିଛି ବାତ୍ୟା । ଘଣ୍ଟା ପ୍ରତି ୯୪ କିମି ବେଗରେ ପବନ ବହିବା ରେକର୍ଡ ହୋଇଛି । ଓଡ଼ିଶାରୁ ଟଳିଲା ବାତ୍ୟା ବିପଦ । ଦକ୍ଷିଣ

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia