April 22, 2025

ଜିଗ୍ନେଶ ମେୱାନୀଙ୍କୁ ମିଳିଲା ଜାମିନ, ଆସାମ ପୋଲିସକୁ କୋର୍ଟଙ୍କ ଭର୍ତ୍ସନା, କହିଲେ – ଏମିତି ହେଲେ ଆମେ ପୋଲିସ ରାଜ୍ୟ ହେଇଯିବୁ

ଅହମ୍ମଦାବାଦ : ଗୁଜୁରାଟର ସ୍ୱାଧୀନ ବିଧାୟକ ଜିଗ୍ନେଶ ମେୱାନୀଙ୍କୁ ଆସାମର ବାରପେଟା ଜିଲ୍ଲା କୋର୍ଟରୁ ଜାମିନ ମିଳିଛି । ଆସାମ ପୋଲିସ କିଛି ଦିନ ପୂର୍ବରୁ ଜିଗ୍ନେଶଙ୍କୁ ଗିରଫ କରି ବାରପେଟାକୁ ନେଇଥିଲା, ଯେଉଁଠାରେ ତାଙ୍କୁ ଏକ ମିଥ୍ୟା FIR ରେ ଜେଲକୁ ପଠାଯାଇଥିଲା । ତେବେ ଆସାମର ବାରପେଟା ଜିଲ୍ଲା କୋର୍ଟରେ ଏହି ମାମଲା

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia