April 23, 2025

ଜାତୀୟସ୍ତରରେ ବିଏମସିକୁ ପୁରସ୍କୃତ

ଭୁବନେଶ୍ୱର: ଜାତୀୟସ୍ତରରେ ଭୁବନେଶ୍ୱରକୁ ପ୍ରସଂସା । ମଳ ପରିଚାଳନା କ୍ଷେତ୍ରରେ ଜାତୀୟସ୍ତରରେ ପ୍ରଶଂସା ସାଉଁଟୁଛି ଭୁବନେଶ୍ୱର । ରାଜଧାନୀର ମଳ ପରିଚାଳନା କ୍ଷେତ୍ରରେ ଆସିଥିବା ସଂସ୍କାର ପାଇଁ ଜାତୀୟସ୍ତରରେ ବିଏମସିକୁ ପୁରସ୍କୃତ କରାଯାଇଛି । ଫେଡେରେସନ ଅଫ୍‍ ଚ୍ୟାମ୍ବର ଅଫ କମର୍ସ ପକ୍ଷରୁ କରାଯାଇଥିବା ସର୍ବେକ୍ଷଣରେ ବିଏମ୍‍ସି ଭାରତରେ ପ୍ରଥମ ସ୍ଥାନ ଅଧିକାର କରିଥିବା ନେଇ ବିଏମସି ସୂଚନା ଦେଇଛି ।

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia