April 20, 2025

ଜାତି ଭିତ୍ତିକ ଜନଗଣନା ସମ୍ପର୍କରେ ପୁଣି ଥରେ ବିଚାର କରିବାକୁ କେନ୍ଦ୍ର ସରକାରଙ୍କୁ ନୀତୀଶ କୁମାରଙ୍କ ପରାମର୍ଶ

ପାଟନା : ଜାତି ଭିତ୍ତିକ ଜନଗଣନା ସମ୍ପର୍କରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରବିବାର ଦିନ ଦିଲ୍ଲୀରେ ନିଜର ପକ୍ଷ ରଖିଛନ୍ତି । ଜାତି ଭିତ୍ତିକ ଜନଗଣନାକୁ ପୁଣି ଥରେ ବିଚାର କରିବାକୁ ସେ କେନ୍ଦ୍ର ସରକାରଙ୍କୁ କହିଛନ୍ତି । ନକ୍ସଲ ସମସ୍ୟା ସମ୍ପର୍କରେ ଏକ ସଭାରେ ଯୋଗଦେବା ପାଇଁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଦିଲ୍ଲୀ ଯାଇଥିଲେ

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia