April 21, 2025

ଜାଣନ୍ତୁ, 21 ବର୍ଷ ପରେ ଭାରତକୁ ମିସ୍ ୟୁନିଭର୍ସ ମୁକୁଟ ଦେଇଥିବା 21 ବର୍ଷିୟା ହରନାଜ ସାନ୍ଧୁ କିଏ ?

ନୂଆଦିଲ୍ଲୀ: ଭାରତର ହରନାଜ ସାନ୍ଧୁ 2021ରେ ମିସ୍ ୟୁନିଭର୍ସ ଜିତିଛନ୍ତି । ସୋମବାର ସକାଳେ ଇସ୍ରାଏଲର ଏଲାଟରେ 70 ତମ ମିସ୍ ୟୁନିଭର୍ସ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଭାରତର ଝିଅ ହରନାଜ ସାନ୍ଧୁ ମିସ୍ ୟୁନିଭର୍ସ ଟାଇଟଲ୍ ଜିତିଛନ୍ତି । ଦୀର୍ଘ 21 ବର୍ଷର ଅପେକ୍ଷା ପରେ ଭାରତ ଏହି ଟାଇଟଲ୍ ପାଇଛି । ମିସ୍

Source: Entertainment News in Odia (ମନୋରଞ୍ଜନ ସମାଚାର): Odia Film News, Celebrity Interviews,Upcoming Oriya Movie, Serial & Hit Songs Khabar – Oneindia Odia