April 30, 2025

ଜଳ ପ୍ରବାହରେ ହ୍ରାସ ସତ୍ତ୍ୱେ ବନ୍ୟା ପରିସ୍ଥିତି ଜାରି ରହିବ: ବିଜୟ ମିଶ୍ର

ଭୁବନେଶ୍ୱର: ମହାନଦୀ ଅବବାହିକାରେ ବନ୍ୟା ପରିସ୍ଥିତି ପ୍ରାୟ ୩ରୁ ୪ଦିନ ପର୍ଯ୍ୟନ୍ତ ଜାରି ରହିବ ବୋଲି ସୂଚନା ଦେଇଛନ୍ତି ଜଳ ସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର । ଛତିଶଗଡ଼ରୁ ହୀରାକୁଦକୁ ପ୍ରବେଶ କରୁଥିବା ଜଳ ପ୍ରବାହ କମିଛି, ମାତ୍ର ନିଷ୍କାସନ ସମାନ ରହିଛି, ଡ୍ୟାମ୍‌ରେ ୬୨୮/ ୬୨୯ ଫୁଟ ଜଳ ରହିଲେ ଅସୁବିଧା ନାହିଁ

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia