April 22, 2025

ଚେନ୍ନାଇର ପ୍ରଥମ ଦଳିତ ଏବଂ ସର୍ବକନିଷ୍ଠ ମହିଳା ମେୟର ହେଲେ ପ୍ରିୟା ରାଜନ

ଚେନ୍ନାଇ : ତାମିଲନାଡୁର ଶାସକ ଦଳ ଡିଏମକେ ମାର୍ଚ୍ଚ 3 ରେ 28 ବର୍ଷିୟ ଆର ପ୍ରିୟାଙ୍କୁ ଚେନ୍ନାଇ ମେୟର ପ୍ରାର୍ଥୀ ଭାବରେ ଘୋଷଣା କରିଛି । ଚେନ୍ନାଇ କର୍ପୋରେସନ ଇତିହାସରେ ପ୍ରିୟା ରାଜନ ପ୍ରଥମ ସର୍ବକନିଷ୍ଠ ମେୟର ହେବାକୁ ଯାଉଛନ୍ତି । ସର୍ବ କନିଷ୍ଠ ମହିଳା ମେୟର ନିକଟରେ ଅନୁଷ୍ଠିତ ଚେନ୍ନାଇ କର୍ପୋରେସନ

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia